Secret of Life – ଜୀବନ ରହସ୍ୟ

*ଜୀବନ ରହସ୍ୟ ॥*
୪୦ ବର୍ଷ ରେ– ଉଚ୍ଚ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଭିତରେ ବିଶେଷ ପାର୍ଥକ୍ୟ ନଥାଏ । ବେଳେବେଳେ ମୂର୍ଖ ଲୋକମାନେ ମଧ୍ୟ ଶିକ୍ଷିତ ମାନଙ୍କ ଠାରୁ ବେଶୀ ରୋଜଗାର କରନ୍ତି ।
—-
୫୦ ବର୍ଷ ରେ– ଆପଣଙ୍କ କମନୀୟ ରୂପକାନ୍ତି ଫିକା ପଡିଯିବ ।ଆପଣ ଯେତେ ସୁନ୍ଦର ହୁଅନ୍ତୁ ନା କାହିଁକି, ଆପଣଙ୍କ ମୁଖ ମଣ୍ଡଳ ରେ wrinkles ଓ କଳା ଚିହ୍ନ ଆସିବ ,ଯେତେ ଚେଷ୍ଟା କଲେଵି ଆପଣ ଏହାକୁ ଲୁଚାଇ ପାରିବେ ନାହିଁ ।
—-
୬୦ ବର୍ଷ ରେ– ଉଚ୍ଚ ପଦବୀ, ନିମ୍ନ ପଦବୀ ଦୁଇଟି ଯାକ ଏକା କଥା । ଅବସର ଗ୍ରହଣ ପରେ, ଜଣେ ପିଅନ ମଧ୍ୟ ତାର Boss କୁ ଚାହିଁବାକୁ ପସନ୍ଦ କରିନଥାଏ ।
—-
୭୦ ବର୍ଷ ରେ -ବଡଘର ଓ ଛୋଟ ଘର ର ମାନେ କିଛି ନଥାଏ। ଶରୀର ଅବସ ହୁଏ  । ଆଣ୍ଠୁ ଯନ୍ତ୍ରଣା ବଢେ । ଇନ୍ଦ୍ରିୟମାନେ ଶକ୍ତି ହୀନ ହୁଅନ୍ତି । କେବଳ ବସିବା ପାଇଁ ଛୋଟିଆ ଜାଗା ଖଣ୍ଡେ ଦରକାର ହୁଏ ।
—-
୮୦ ବର୍ଷରେ– ଅର୍ଥ ଥାଉ କି ନଥାଉ, କିଛି ଫରକ ନାହିଁ । ଆପଣଙ୍କ ପାଖରେ ପ୍ରଚୁର ଅର୍ଥ ଥିଲେ ବି ,ଆପଣ ନିଜ ଇଛା ରେ କିଛି ଖର୍ଚ୍ଚ କରିପାରିବେ ନାହିଁ । ଜୀବନବ୍ୟାପୀ ଆହରଣ କରିଥିବା ଜ୍ଞାନ ବିସ୍ମୃତି ଗର୍ଭ ରେ ଲୀନ ହେବ ।
—-
୯୦ ବର୍ଷରେ-ଶୋଇବା ଚେଇଁବା ଏକକଥା । ନିଦରୁ ଉଠି କଣ କରିବେ ଆପଣ ନିଜେ ବି ଜାଣି ପାରିବେ ନାହିଁ ।
—–
ଜୀବନକୁ ଭଲ ପାଆନ୍ତୁ ।
ବୃଥା ଅହଂକାର କରନ୍ତୁ ନାହିଁ।
ସବୁ ଦୁଶ୍ଚିନ୍ତା କୁ ଦୁରେଇ ଦେଇ ଜୀବନ ର ଭରପୁର ମଜା ଉଠାନ୍ତୁ ।
ଜୀବନର ଅନ୍ତିମ କ୍ଷଣ, ଯେ କୌଣସି ସମୟରେ ଆସିପାରେ, ଏହିକଥା ମନେ ରଖନ୍ତୁ ।
ବିନା କାରଣ ରେ, କାହାକୁ ମାନସିକ କଷ୍ଟ ଦିଅନ୍ତୁ ନାହିଁ।
ଦୟା, କ୍ଷମା ଓ ବିନମ୍ରତା ଗୁଣ ଆଦିର ଅଧିକାରୀ ହୁଅନ୍ତୁ ।
——–
🙏 *ଜୟ ଜଗନ୍ନାଥ* 🙏
hello odisha,news on odia language,news on odia manuscript,Oriya Literature,oriya writer,
    Aam alpa nuhe galpa denar song inlaxman nayak imagewww chupu chupu chori chori inwww anubhav first albom sing inbhalapae tate 100 ru 100 actressWriter Gourahari Dashindi oriya actreespriya choudhury husband namewww odia film full song ama galpa nuha alpa dinara kauthi hajila prama khoji paina jina rudraMasanira phula

Leave a Reply

Your email address will not be published. Required fields are marked *